ମନ୍ଦିର ପ୍ରତିଷ୍ଠା ଶୋଭଯାତ୍ରା ପାଲଟିଲା ବାରୁଦ ସ୍ଥଳ, ବାଣ ବିସ୍ପୋରଣରେ ୧୦ ଆହତ

ମନ୍ଦିର-ପ୍ରତିଷ୍ଠା-ଶୋଭଯାତ୍ରା-ପାଲଟିଲା-ବାରୁଦ-ସ୍ଥଳ,-ବାଣ-ବିସ୍ପୋରଣରେ-୧୦-ଆହତ

କେନ୍ଦ୍ରାପଡା ୨୬/୦୨: ବାଣ ବିସ୍ଫୋରଣରେ ୧୦ ଆହତ । ଆହତଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି । କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ଘଟିଛି ଏହି ଅଘଟଣ । ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା ବେଳେ ଘଟିଛି ବାଣ ବିସ୍ପୋରଣ । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

​​​​​​​updating…

Scroll to Top