ମଣ୍ଡଳ କାରାଗାରରେ ପୋଲିସର ରେଡ୍‌, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାଲିଛି ଚଢାଉ

ମଣ୍ଡଳ-କାରାଗାରରେ-ପୋଲିସର-ରେଡ୍‌,-ମାଜିଷ୍ଟ୍ରେଟ୍‌ଙ୍କ-ଉପସ୍ଥିତିରେ-ଚାଲିଛି-ଚଢାଉ

ମଣ୍ଡଳ କାରାଗାରରେ ପୋଲିସର ରେଡ୍‌, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାଲିଛି ଚଢାଉ

ସମ୍ବଲପୁର ଜେଲରେ ରେଡ୍। ସମ୍ବଲପୁର ମଣ୍ଡଳ କାରାଗାରରେ  ପୋଲିସ ପକ୍ଷରୁ ଚାଲିଛି ରେଡ୍। ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ମିଳିଥିବା ଚର୍ଚ୍ଚା ହେଉଛି ।

Published By: Kirti – Prameya-News7 Bureau | March 23, 2026 07:51 AM

NEWS7

jail

ସମ୍ବଲପୁର ୨୩।୦୩ : ସମ୍ବଲପୁର ଜେଲରେ ରେଡ୍। ସମ୍ବଲପୁର ମଣ୍ଡଳ କାରାଗାରରେ  ପୋଲିସ ପକ୍ଷରୁ ଚାଲିଛି ରେଡ୍। ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ମିଳିଥିବା ଚର୍ଚ୍ଚା ହେଉଛି ।

Also Read:-SCBରେ ବଡ଼ ପରିବର୍ତ୍ତନ, ବଦଳିଲେ ଡିନ୍ ଓ ଅଧ୍ୟକ୍ଷା; ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ଵ

ଖବର ଅନୁଯାୟୀ, ଜେଲ୍‌ରେ ସୁରକ୍ଷାରେ ତ୍ରୁଟି ଏବଂ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଥିବା ନେଇ ଚର୍ଚ୍ଚା ହେଉଥିଲା । ଯାହାକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୨ ଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ମଣ୍ଡଳ କାରାଗାରରେ ଚଢାଉ କରିଥିଲେ । ଏହି ଚଢାଉରେ ପୋଲିସକୁ ବିଭିନ୍ନ ସାମଗ୍ରୀ ମିଳିଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଚଢାଉ ସମୟରେ ୮ ଜଣ ଇନ୍ସପେକ୍ଟର, ୧୫ ଜଣ ଏସ୍‌ଆଇ ଏବଂ ପୋଲିସ ଫୋର୍ସ ମୁତୟନ ରହିଥିଲେ ।

ଖବର ଅପଡେଟ୍‌…

Watch Video:-

Scroll to Top