ଭେଟେରାନ୍ ରାଜନେତା, ନାଗାଲାଣ୍ଡର ରାଜ୍ୟପାଳ ଗଣେଶନଙ୍କ ପରଲୋକ

ଭେଟେରାନ୍-ରାଜନେତା,-ନାଗାଲାଣ୍ଡର-ରାଜ୍ୟପାଳ-ଗଣେଶନଙ୍କ-ପରଲୋକ

ଭେଟେରାନ୍ ରାଜନେତା, ନାଗାଲାଣ୍ଡର ରାଜ୍ୟପାଳ ଗଣେଶନଙ୍କ ପରଲୋକ

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ: ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନଙ୍କ ଶୁକ୍ରବାର ୮୦ ବର୍ଷ ବୟସରେ ପରଲୋକ ହୋଇଛି । ଅଗଷ୍ଟ ୮ରେ ଚେନ୍ନାଇ ସ୍ଥିତ ବାସଭବନରେ ପଡ଼ିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହାପରେ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସ୍ୱତନ୍ତ୍ର ଟିମ୍ ତାଙ୍କ ସ୍ୱାସ୍ଥ୍ୟର ନୀରକ୍ଷଣ କରୁଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top