ଭିଜିଲାନ୍ସ ପଞ୍ଝାରେ ବ୍ଲକ୍ ଏଜୁକେସନ ଅଫିସ୍‌ର ୨ କର୍ମଚାରୀ, ଏରିୟର ଟଙ୍କା ରିଲିଜ୍ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ-ପଞ୍ଝାରେ-ବ୍ଲକ୍-ଏଜୁକେସନ-ଅଫିସ୍‌ର-୨-କର୍ମଚାରୀ,-ଏରିୟର-ଟଙ୍କା-ରିଲିଜ୍-ପାଇଁ-ନେଉଥିଲେ-ଲାଞ୍ଚ

ସମ୍ବଲପୁର ୧୭।୯: ଭିଜିଲାନ୍ସ ଜାଲରେ ଦୁଇ କର୍ମଚାରୀ । ସମ୍ବଲପୁର ରେଙ୍ଗାଲି ବ୍ଲକ୍ ଏଜୁକେସନ ଅଫିସରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ ସାହୁ ଧରିଲା ଭିଜିଲାନ୍ସ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁଷ୍ମନ୍ତ ସାହୁକୁ ମାଡିବସିଛି ଭିଜିଲାନ୍ସ ।

ସେହିପରି ପିଅନ ଗୋପବନ୍ଧୁ ସାହୁଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ । ଏରିୟର ଟଙ୍କା ରିଲିଜ୍ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟେ ଧରାପଡିଛନ୍ତି ।

Scroll to Top