ବିପଦ ସଙ୍କେତ ଛୁଇଁଲା ବୈତରଣୀ ନଦୀ, ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା

ବିପଦ-ସଙ୍କେତ-ଛୁଇଁଲା-ବୈତରଣୀ-ନଦୀ,-ବର୍ଷା-ଜାରି-ରହିଲେ-ବନ୍ୟା-ପରିସ୍ଥିତି-ଉପୁଜିବା-ଆଶଙ୍କା

ବିପଦ ସଙ୍କେତ ଛୁଇଁଲା ବୈତରଣୀ ନଦୀ, ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା

Published By : Prameya-News7 Bureau | August 23, 2025 IST

ଭଦ୍ରକ ୨୩।୮: ଉପରମୁଣ୍ଡରେ ଲଗାଣ ବର୍ଷା ପାଇଁ ବୈତରଣୀ ନଦୀର ଜଳସ୍ତର ବଢ଼ିଛି । ଭଦ୍ରକ ଜିଲ୍ଲାରେ ବିପଦ ସଙ୍କେତ ଛୁଇଁଛି ବୈତରଣୀ ନଦୀ । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ଥିବା ବେଳେ ଦିନ ୪ଟା ପରେ ୧୮.୩୩ରେ ଜଳ ପ୍ରବାହିତ ହେଉଛି । କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ପୁଣି ବୈତରଣୀ ନଦୀ ଫୁଲିଛି । ତେବେ ଉପରମୁଣ୍ଡରେ ଅଧିକ ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି ।

You Can Read:

ଝରଣାରେ ରିଲ୍ସ କରୁଥିଲେ ଦୁଇ ସାଙ୍ଗ, ପାଣିରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top