ବାଲି ମାଫିଆ ଲିଙ୍କ୍‌କୁ ନେଇ ତନାଘନା, ଇଡିରେ ହାବୁଡ଼ରେ ମାଷ୍ଟର ମାଇଣ୍ଡ ସନ୍ତୋଷ ଦଳେଇ

ବାଲି-ମାଫିଆ-ଲିଙ୍କ୍‌କୁ-ନେଇ-ତନାଘନା,-ଇଡିରେ-ହାବୁଡ଼ରେ-ମାଷ୍ଟର-ମାଇଣ୍ଡ-ସନ୍ତୋଷ-ଦଳେଇ

ବାଲି ମାଫିଆ ଲିଙ୍କ୍‌କୁ ନେଇ ତନାଘନା, ଇଡିରେ ହାବୁଡ଼ରେ ମାଷ୍ଟର ମାଇଣ୍ଡ ସନ୍ତୋଷ ଦଳେଇ

Published By: Ruby – Prameya-News7 Bureau | February 06, 2026 12:21 PM

NEWS7

ED

ଭୁବନେଶ୍ବର ୬।୨: ପୁଣି ଇଡି ତନାଘନାରେ ବାଲି ମାଫିଆ । ଇଡିରେ ହାଜର ହେଲା ମାଷ୍ଟର ମାଇଣ୍ଡ ସନ୍ତୋଷ ଦଳେଇ I ବାଲି ମାଫିଆଙ୍କ ଲିଙ୍କ୍କୁ ନେଇ ଚାଲିଛି ତନାଘନା । ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲିର ଘନିଷ୍ଠ ଥିଲା ସନ୍ତୋଷ I ଚଢ଼ାଉ ବେଳେ ଦୁଇଟି ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ କରିଥିଲା ଇଡି । ନକଲି Y ଫର୍ମ ଓ କାଗଜପାତ୍ର ଜବତ କରିଥିଲା ଇଡି I

Scroll to Top