ବାଲିଯାତ୍ରା ଆୟୋଜନ ନେଇ ବର୍ଷିଲେ ମେୟର, ଅଧା ପନ୍ତରିଆ ଆୟୋଜନ ପାଇଁ ପ୍ରଶାସନକୁ କଲେ ସମାଲୋଚନା

ବାଲିଯାତ୍ରା-ଆୟୋଜନ-ନେଇ-ବର୍ଷିଲେ-ମେୟର,-ଅଧା-ପନ୍ତରିଆ-ଆୟୋଜନ-ପାଇଁ-ପ୍ରଶାସନକୁ-କଲେ-ସମାଲୋଚନା

ବାଲିଯାତ୍ରା ଆୟୋଜନ ନେଇ ବର୍ଷିଲେ ମେୟର, ଅଧା ପନ୍ତରିଆ ଆୟୋଜନ ପାଇଁ ପ୍ରଶାସନକୁ କଲେ ସମାଲୋଚନା

Published By: Ruby – Prameya-News7 Bureau | November 16, 2025 01:44 PM

NEWS7

Cuttack Mayor

କଟକ ୧୧: କଟକ ବାଲିଯାତ୍ରା ଆୟୋଜନ ନେଇ ବର୍ଷିଲେ ମେୟର ସୁବାଷ ସିଂହ । ଉପର ପଡିଆରେ ଅଧା ପନ୍ତରିଆ ଆୟୋଜନ ନେଇ ପ୍ରଶାସନକୁ ସମାଲୋଚନା କଲେ । ଜିଲ୍ଲାପାଳ ମନମୁଖି ଭାବେ ବାଲିଯାତ୍ରା ଆୟୋଜନ କଲେ । ସିଏମ୍‌ସିକୁ ଆୟୋଜନ ନେଇ ପରାମର୍ଶ କରି ନାହାନ୍ତି ଜିଲ୍ଲାପାଳ । ସିଏମ୍‌ସିର ନିର୍ବାଚିତ କାଉନସିଲକୁ ନିମନ୍ତ୍ରଣ କରାଯାଇ ନାହିଁ । ଜିଲ୍ଲାପାଳଙ୍କ କାର୍ଯ୍ୟକଳାପର ସମୀକ୍ଷା କରିବାକୁ ସରକାରଙ୍କୁ ଲେଖାଯିବ । ବାଲିଯାତ୍ରା ଆୟୋଜନ ଅନିୟମିତତା ପାଇଁ ଦାୟୀ ଜିଲ୍ଲାପାଳଙ୍କ ଅହଙ୍କାର ।

Scroll to Top