ବାଣ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ବାଣ

ବାଣ-ଦୋକାନରେ-ଲାଗିଲା-ନିଆଁ,-ଜଳିଗଲା-ଲକ୍ଷାଧିକ-ଟଙ୍କାର-ବାଣ

ଖଲ୍ଲିକୋଟ ୧୦: ବାଣ ଦୋକାନରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ବାଣ । ଦୀପାବଳି ପାଇଁ ଗଞ୍ଜାମ ଜିଲ୍ଲା ରମ୍ଭାରେ ହୋଇଥିବା ୩ଟି ବାଣ ଦୋକାନରୁ ଦୁଇଟି ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଜଳିଗଲା ଦୋକାନ । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ନିୟୋଜିତ ହୋଇଛି ।

Scroll to Top