ବରଗଡ଼ ଧନୁଯାତ୍ରା : ସୁଶୀଲ ମେହେର ହେଲେ କଂସ, ୩୬ କଳାକାରଙ୍କୁ ପକାଇଲେ ପଛରେ

ବରଗଡ଼-ଧନୁଯାତ୍ରା-:-ସୁଶୀଲ-ମେହେର-ହେଲେ-କଂସ,-୩୬-କଳାକାରଙ୍କୁ-ପକାଇଲେ-ପଛରେ

ବରଗଡ଼ ଧନୁଯାତ୍ରା : ସୁଶୀଲ ମେହେର ହେଲେ କଂସ, ୩୬ କଳାକାରଙ୍କୁ ପକାଇଲେ ପଛରେ

Published By: Kirti – Prameya-News7 Bureau | November 18, 2025 11:55 AM

NEWS7

dhanu yatra

ବରଗଡ଼ ୧୮।୧୧ : କଳ୍ପନା ଜଳ୍ପନାର ହେଲା ଅନ୍ତ । ଶେଷରେ ବରଗଡ଼ ଧନୁଯାତ୍ରା ପାଇଁ ହୋଇଛି କଂସର ଚୟନ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପ୍ରଥମ ଥର ପାଇଁ କଂସ ହେବାକୁ ଯାଉଛନ୍ତି ସୁଶୀଲ ମେହେର । ୩୬ ଜଣ କଳାକାରଙ୍କୁ ପଛରେ ପକାଇ କଂସ ଚରିତ୍ର ପାଇଁ ଚୟନ ହୋଇଛନ୍ତି ସୁଶୀଲ।

Scroll to Top