ବଜେଟ୍‌-୨୦୨୬: ନିର୍ମାଣ ହେବ ୭ଟି ହାଇସ୍ପିଡ୍ ରେଲୱେ କରିଡର, ସି-ପ୍ଲେନ୍‌ ପ୍ରୋଜେକ୍ଟ ଘୋଷଣା

ବଜେଟ୍‌-୨୦୨୬:-ନିର୍ମାଣ-ହେବ-୭ଟି-ହାଇସ୍ପିଡ୍-ରେଲୱେ-କରିଡର,-ସି-ପ୍ଲେନ୍‌-ପ୍ରୋଜେକ୍ଟ-ଘୋଷଣା

ବଜେଟ୍‌-୨୦୨୬: ନିର୍ମାଣ ହେବ ୭ଟି ହାଇସ୍ପିଡ୍ ରେଲୱେ କରିଡର, ସି-ପ୍ଲେନ୍‌ ପ୍ରୋଜେକ୍ଟ ଘୋଷଣା

ଅର୍ଥନୀତିର ବିକାଶ ପାଇଁ ସହଜ ଓ ଶୀଘ୍ର ଗମନାଗମନ ଉପରେ ଫୋକସ ଦେଇଛନ୍ତି କେନ୍ଦ୍ର ସରକାର। ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ।

Published By: Chandan – Prameya-News7 Bureau | February 01, 2026 11:54 AM

NEWS7

7 High Speed Rail Corridors, Seaplanes Project Announced

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ବିକଶିତ ଭାରତ ଗଠନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅର୍ଥନୀତିର ବିକାଶ ପାଇଁ ସହଜ ଓ ଶୀଘ୍ର ଗମନାଗମନ ଉପରେ ଫୋକସ ଦେଇଛନ୍ତି କେନ୍ଦ୍ର ସରକାର। ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ।

ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ। ସେହିପରି ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ। ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରିବୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Scroll to Top