ପ୍ରଭାରୀଙ୍କ ଦମ୍ଭୋକ୍ତି : ରାଜ୍ୟସଭା ନିର୍ବାଚନରେ ତିନୋଟି ସିଟ୍ ଦଖଲ କରିବ ବିଜେପି

ପ୍ରଭାରୀଙ୍କ-ଦମ୍ଭୋକ୍ତି-:-ରାଜ୍ୟସଭା-ନିର୍ବାଚନରେ-ତିନୋଟି-ସିଟ୍-ଦଖଲ-କରିବ-ବିଜେପି

ପ୍ରଭାରୀଙ୍କ ଦମ୍ଭୋକ୍ତି : ରାଜ୍ୟସଭା ନିର୍ବାଚନରେ ତିନୋଟି ସିଟ୍ ଦଖଲ କରିବ ବିଜେପି

ରାଜ୍ୟସଭା ନିର୍ବାଚନରେ ୩ ସିଟ୍ ଦଖଲ କରିବ ବିଜେପି । ଦମ୍ଭୋକ୍ତି ପ୍ରକାଶ କଲେ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ।

Published By: Ruby – Prameya-News7 Bureau | February 13, 2026 01:26 PM

NEWS7

BJP

ଭୁବନେଶ୍ବର ୧୩।୨: ରାଜ୍ୟସଭା ନିର୍ବାଚନରେ ୩ ସିଟ୍ ଦଖଲ କରିବ ବିଜେପି । ଦମ୍ଭୋକ୍ତି ପ୍ରକାଶ କଲେ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ସେ କହିଛନ୍ତି, ତିନୋଟି ସିଟ୍ ବିଜେପି ଖାତାକୁ ଯିବ । ଏନେଇ ରଣନୀତି କରାଯାଇଛି । ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ । କିନ୍ତୁ ମୋର ଆଶା ୩ଟି ସିଟ୍ ବିଜେପି ଦଖଲ କରିବ ଅପେକ୍ଷା କରନ୍ତୁ ବୋଲି ବିଜୟ ପାଲ୍ ସିଂ ତୋମାର କହିଛନ୍ତି ।

Scroll to Top