ପୁରୀରେ ପୁଣି କ୍ରାଇମ୍, ହୋଟେଲ କର୍ମଚାରୀଙ୍କୁ ମାରିଲା କିଏ ?

ପୁରୀରେ-ପୁଣି-କ୍ରାଇମ୍,-ହୋଟେଲ-କର୍ମଚାରୀଙ୍କୁ-ମାରିଲା-କିଏ-?

ପୁରୀରେ ପୁଣି କ୍ରାଇମ୍, ହୋଟେଲ କର୍ମଚାରୀଙ୍କୁ ମାରିଲା କିଏ ?

Published By: Kirti – Prameya-News7 Bureau | January 24, 2026 09:39 AM

NEWS7

puri

ପୁରୀ ୨୪।୦୧ : ପୁରୀରେ ହତ୍ୟାକାଣ୍ଡ। ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଘଟିଛି ଘଟଣା। ମୃତ ବ୍ୟକ୍ତିଙ୍କ ନାମ ଟୁକୁ ଓ ସେ ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୁରୀ ଏସପି ଓ ଟାଉନ ଥାନା ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ମୃତ ବ୍ୟକ୍ତିର ପେଟ ଓ ଅନ୍ୟାନ୍ୟ ଜାଗାରେ ଆଘାତ ରହିଥିବା ଦେଖାଯାଇଅଛି। ତେବେ ହତ୍ୟାକାଣ୍ଡ କିଏ ଏବଂ କେଉଁ କାରଣ ଯୋଗୁଁ କରିଛି, ତାହା ଜଣା ପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Scroll to Top