ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ, ଯୁବକଙ୍କ ଇନଷ୍ଟାଗ୍ରାମ୍‌ରେ ହୋଇଛି ସେୟାର

ପୁଣି-ଭାଇରାଲ୍-ହେଲା-ଶ୍ରୀମନ୍ଦିର-ଭିତର-ଫଟୋ,-ଯୁବକଙ୍କ-ଇନଷ୍ଟାଗ୍ରାମ୍‌ରେ-ହୋଇଛି-ସେୟାର

ପୁରୀ ୧୯।୯: ପୁଣି ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ । ଶ୍ରୀମନ୍ଦିର ପରିସରର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଶୁଭ୍ରାଂଶୁ ନାମକ ଜଣେ ଯୁବକ ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ଭାଇରାଲ୍ କରିଥିବା ଦେଖିବାକୁ ମିଳିଛି ।

ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଛି । କିଭଳି ଏହି ଯୁବକ ଜଣକ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେଇ ଫଟୋ ଉଠାଇଲେ ପରେ ଏହାକୁ ଭାଇରାଲ୍ କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Scroll to Top