ପାଠ ପଢ଼ାନ୍ତି ଟଙ୍କା ମାଗନ୍ତିନି
କାନ୍ଧରେ ଗାମୁଛା, ହାତରେ ବଙ୍କୁଲି ବାଡ଼ି। ସାଥିରେରେ ଖଣ୍ଡିଏ ଖବରକାଗଜ। ବୟସ ପାଖାପାଖି ୮୫ ଛୁଇଁଲାଣି। ହେଲେ ଏବେବି ସ୍କୁଲକୁ ଆସି ବିନା ପାରିଶ୍ରମିକରେ ପାଠ ପଢ଼ାନ୍ତି ଦୀନବନ୍ଧୁ ସାର୍ ।
Published By: Tapan Kumar Swain
Last updated: 05 September 2025, 03:57 PM IST
RELATED VIDEOS
Other Videos
୩ ଜଣ ଘରକୁ ଆସିଲେ, ବାପାଙ୍କ ଅପରେସନ୍ କଲେ। କାହାକୁ ଭିତରକୁ ଛାଡିଲେନି। ଅପରେସନ୍ର ୧୦ ମିନିଟ୍ ପରେ ଭଲ ହେବା ବଦଳରେ ସରିଏସ୍ ହୋଇଗଲେ ବାପା। ଭୟଙ୍କର ଯନ୍ତ୍ରଣାରେ ଛଟପଟ ହେଲେ, ଚିତ୍କାର କଲେ। ନିଶ୍ୱାସ ନେବାରେ ବି ହେଲା କଷ୍ଟ। ଆଉ ଏପଟେ ଅପରେସନ୍ କରିଥିବା ଡାକ୍ତର ମାରିଲେ ଛୁ।





