ପରଲୋକରେ ବଲିଉଡର ‘ହି-ମ୍ୟାନ୍’, ୮୯ ବର୍ଷରେ ଆଖି ବୁଜିଲେ ଧର୍ମେନ୍ଦ୍ର

ପରଲୋକରେ-ବଲିଉଡର-‘ହି-ମ୍ୟାନ୍’,-୮୯-ବର୍ଷରେ-ଆଖି-ବୁଜିଲେ-ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧୧|୧୧: ଆଖି ବୁଜିଲେ ବଲିଉଡର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ମଙ୍ଗଳବାର ସକାଳେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଯାହାକୁ ନେଇ ବଲିଉଡ୍ ଜଗତରେ ଶୋକର ଲହରୀ ଖେଳିଯାଇଛି ।

Scroll to Top