ନୃଂଶସ ପ୍ରେମିକ ; ସାନିଟାଇଜର ପକାଇ ଜାଳିଦେଲା ପ୍ରାଇଭେଟ୍ ପାର୍ଟ

ନୃଂଶସ-ପ୍ରେମିକ-;-ସାନିଟାଇଜର-ପକାଇ-ଜାଳିଦେଲା-ପ୍ରାଇଭେଟ୍-ପାର୍ଟ

ନୃଂଶସ ପ୍ରେମିକ ; ସାନିଟାଇଜର ପକାଇ ଜାଳିଦେଲା ପ୍ରାଇଭେଟ୍ ପାର୍ଟ

Published By: Simran – Prameya-News7 Bureau | February 22, 2026 02:58 PM

NEWS7

man

ନୂଆଦିଲ୍ଲୀ ୨୨।୦୨; ଗୁରୁଗ୍ରାମର ତ୍ରିପୁରାରେ ଜଣେ ଯୁବତୀଙ୍କ ଉପରେ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୀଡିତା ଏବେ ଗୁରୁଗ୍ରାମ ପୋଲିସରେ ଏକ ବୟାନ ଦାଖଲ କରିବା ସହ ଅତ୍ୟାଚାରକୁ ବର୍ଣ୍ଣନା କରିଛନ୍ତି। ଯୁବତୀଙ୍କ ଚରିତ୍ରକୁ ନେଇ ତାଙ୍କ ପ୍ରେମିକ ସନ୍ଦେହ କରୁଥିଲେ ଏବଂ ତାଙ୍କୁ ନିୟମିତ ପିଟୁଥିଲେ। ହେଲେ ସେ ନିଷ୍ଠୁରତାର ସମସ୍ତ ସୀମା ପାର କରି ତାଙ୍କୁ ଏତେ ମାତ୍ରାରେ ନିଯ୍ୟାତନା ଦେଲେ ସେ ଗୁରୁତର ଅସୁସ୍ଥ ହୋଇଗଲେ। ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ୧୯ ବର୍ଷୀୟା ପୀଡିତା ଏବେ ଏହି ଘଟଣା ସମ୍ପର୍କରେ ତାଙ୍କର ବୟାନ ଜାରି କରିଛନ୍ତି।

ଅପଡେଟ୍‌ ଜାରି..

Scroll to Top