ନୂଆପଡ଼ା ରାଜନୀତିରେ ବିଜେଡିକୁ ଝଟ୍‌କା, ପଦ୍ମ ଧରିଲେ ଲମ୍ବୋଦର ନିଆଲ

ନୂଆପଡ଼ା-ରାଜନୀତିରେ-ବିଜେଡିକୁ-ଝଟ୍‌କା,-ପଦ୍ମ-ଧରିଲେ-ଲମ୍ବୋଦର-ନିଆଲ

ଭୁବନେଶ୍ୱର ୧୬/୧୦: ନୂଆପଡ଼ା ରାଜନୀତିରେ ବିଜେଡିକୁ ପୁଣି ଏକ ଝଟ୍‌କା । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି । ବିଜେପିରେ ସାମିଲ ହେଲେ ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ । ପୂର୍ବରୁ ଶହ ଶହ ସମର୍ଥକଙ୍କ ଗହଣରେ ଜୟ ଢୋଲକିଆଙ୍କ ଘରେ ପହଞ୍ଚି କଲେ ଆଲୋଚନା କରି।

Scroll to Top