ନୂଆପଡ଼ାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ ତାରିଖ

ନୂଆପଡ଼ାରେ-ଦୁଇ-ଦିନ-ରହି-ପ୍ରଚାର-କରିବେ-ମୁଖ୍ୟମନ୍ତ୍ରୀ,-ଖୁବ୍‌ଶୀଘ୍ର-ସ୍ପଷ୍ଟ-ହେବ-ତାରିଖ

ନୂଆପଡ଼ାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ ତାରିଖ

Published By: Ruby – Prameya-News7 Bureau | November 02, 2025 04:25 PM

NEWS7

Law Minister

ଭୁବନେଶ୍ବର ୨୧୧: ନୂଆପଡ଼ାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ୬ ତାରିଖରୁ ତାରିଖ ମଧ୍ୟରେ ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ତାରିଖ ସ୍ପଷ୍ଟ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ନୂଆପଡ଼ାରେ ନବୀନ ବାବୁ ତାଙ୍କ ଦଳ ପ୍ରାର୍ଥୀ ପାଇଁ ପ୍ରଚାର କରିବେ କିନ୍ତୁ ସ୍ଥିତି ଯାହା ଅଛି ବିଜେପି ନିଶ୍ଚୟ ଜିତିବ ଜୟ ଢୋଲକିଆଙ୍କ ସପକ୍ଷରେ ବିପୁଳ ସମର୍ଥନ ଅଛି ସେ ସୁନିଶ୍ଚିତ ଜିତିବେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯିବେ ମୁଖ୍ୟମନ୍ତ୍ରୀ ରୁ ମଧ୍ୟରେ ଦୁଇ ଦିନ ନୂଆପଡ଼ା ଗସ୍ତରେ ଯିବେ ଖୁବ୍‌ଶୀଘ୍ର ତାରିଖ ସ୍ପଷ୍ଟ ହେବ ସେଠାରେ ପ୍ରମୁଖ ପ୍ରଚାର ଦିନ ଗୁଡିକରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Scroll to Top