ନାଣ୍ଡୁ ବାବୁଙ୍କ ପିଛା ଛାଡୁନି ବିବାଦ : ମାନସିକ ନିର୍ଯାତନା ଅଭିଯୋଗ, ଥାନାରେ ଖଳନାୟକଙ୍କ ମାଆ
ନାଣ୍ଡୁ ବାବୁ ନାଁରେ ବାଲିପାଟଣା ଥାନାରେ ଏଫଆଇଆର । ଯାତ୍ରା କଳାକାର ସାଇ ସତ୍ୟଜିତ୍ ପଣ୍ଡାଙ୍କ ମାଆ ପଦ୍ମିନୀ ଦାଶ ଦେଲେ ଏତଲା । ନାଣ୍ଡୁ ବାବୁ ମାନସିକ ନିର୍ଯାତନା ଦେବା ସହ ଧମକ ଦେଉଥିବା ଏଫଆଇଆରରେ ଉଲ୍ଲେଖ ।
Published By: Ruby – Prameya-News7 Bureau | February 06, 2026 12:47 PM
NEWS7
ବାଲିପାଟଣା ୬।୨: ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ନାଁରେ ଏଫଆଇଆର । ବାଲିପାଟଣା ଥାନାରେ ଏଫଆଇଆର । ଯାତ୍ରା କଳାକାର ସାଇ ସତ୍ୟଜିତ୍ ପଣ୍ଡାଙ୍କ ମାଆ ପଦ୍ମିନୀ ଦାଶ ଦେଲେ ଏତଲା । ନାଣ୍ଡୁ ବାବୁ ମାନସିକ ନିର୍ଯାତନା ଦେବା ସହ ଧମକ ଦେଉଥିବା ଏଫଆଇଆରରେ ଉଲ୍ଲେଖ । ସାଇ ସତ୍ୟଜିତ୍ ତୁଳସୀ ଗଣନାଟ୍ୟରେ ଖଳନାୟକ ଭାବେ ଅଭିନୟ କରନ୍ତି ।




