ନବୀନ ଡାକିଲେ ବୈଠକ, ସବୁ ବିଧାୟକଙ୍କୁ ନବୀନ ନିବାସ ଡାକରା

ନବୀନ-ଡାକିଲେ-ବୈଠକ,-ସବୁ-ବିଧାୟକଙ୍କୁ-ନବୀନ-ନିବାସ-ଡାକରା

ଭୁବନେଶ୍ୱର ୨୭।୦୨ : ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ଅପରାହ୍ନ ୫ଟାରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟସଭା ନିର୍ବାଚନକୁ ନେଇ ବୈଠକରେ ହେବ ମାନସ ମନ୍ଥନ ।  

Scroll to Top