ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା : ୩ ବାଇକ୍ ଉପରେ ଚଢ଼ିଗଲା ବୋଲେରୋ, ବାପା-ମା’- ଛୁଆ ଆହତ

ନନ୍ଦନ-ବିହାର-ଛକରେ-ସିରିଜ୍-ଦୁର୍ଘଟଣା-:-୩-ବାଇକ୍-ଉପରେ-ଚଢ଼ିଗଲା-ବୋଲେରୋ,-ବାପା-ମା’-ଛୁଆ-ଆହତ

ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା : ୩ ବାଇକ୍ ଉପରେ ଚଢ଼ିଗଲା ବୋଲେରୋ, ବାପା-ମା’- ଛୁଆ ଆହତ

ବୋଲେରୋ ଧକ୍କାରେ ଏକାଧିକ ଗାଡ଼ି ଚୁରମାର୍। ଭୁବନେଶ୍ବର ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା । ତିନୋଟି ବାଇକ୍ ଉପରେ ଚଢ଼ିଗଲା ବୋଲେରୋ। ଦୁର୍ଘଟଣାରେ ମହିଳାଙ୍କ ସମେତ ତିନି ଜଣ ଆହତ ।

Published By: Ruby – Prameya-News7 Bureau | February 05, 2026 05:56 PM

NEWS7

Bhubaneswar News

ଭୁବନେଶ୍ୱର ୫।୨: ଭୁବନେଶ୍ବର ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା । ବୋଲେରୋ ଧକ୍କାରେ ଏକାଧିକ ଗାଡ଼ି ଚୁରମାର୍। ତିନୋଟି ବାଇକ୍ ଉପରେ ଚଢ଼ିଗଲା ବୋଲେରୋ। ଦୁର୍ଘଟଣାରେ ମହିଳାଙ୍କ ସମେତ ତିନି ଜଣ ଆହତ ।ବାପା ମାଆ ଏବଂ ଛୁଆ ଆହତ ହୋଇଥିବା ଜଣାପଡିଛି ।

ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକକୁ କାବୁ କଲେ ଲୋକେ । ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା। ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରୁଛି ।

Scroll to Top