ନଅଙ୍କ ଦୁର୍ଭିକ୍ଷରେ ବେବିନା… ଦମଦାର ଡାଏଲଗରେ କମ୍ପୁଛି ଯାତ୍ରା ପେଣ୍ଡାଲ

ନଅଙ୍କ-ଦୁର୍ଭିକ୍ଷରେ-ବେବିନା…-ଦମଦାର-ଡାଏଲଗରେ-କମ୍ପୁଛି-ଯାତ୍ରା-ପେଣ୍ଡାଲ

ନଅଙ୍କ ଦୁର୍ଭିକ୍ଷରେ ବେବିନା… ଦମଦାର ଡାଏଲଗରେ କମ୍ପୁଛି ଯାତ୍ରା ପେଣ୍ଡାଲ

Published By: Kirti – Prameya-News7 Bureau | October 27, 2025 10:03 AM

NEWS7

bebina

ଭଦ୍ରକ ୨୭।୧୦ : ଭଦ୍ରକ କାଳୀପୂଜାରେ ଅନେକ ଅପେରା ନାଟକ ପରିବେଷଣ କରିନ୍ତି । ଅନେକ ଅପେରା ନିଜ ପାର୍ଟିର ସ୍ଵତନ୍ତ୍ର ନାଟକକୁ ଲଗାତାର ଭାବେ ମଞ୍ଚସ୍ଥ କରୁଛନ୍ତି। ଗୋଟିଏ ଗୋଟିଏ ନାଟକ ଏକାଧିକ ଥର ପରିବେଷଣ ସତ୍ତ୍ବେ ଦର୍ଶକଙ୍କ ଭିଡ କମ୍‌ ହେଉନାହିଁ। ଏଥର ଯାତ୍ରା ଇନ୍ଦ୍ର ଭୁବନ ନିଜର ଫେମସ୍‌ ନାଟକ ଭାବେ ୧୮୬୬ ମସିହା ତଳର ଘଟଣାକୁ ନେଇ ନଅଙ୍କ ଦୁର୍ଭିକ୍ଷ ନାଟକ ପରିବେଷଣ କରୁଛି । ଏହି ନାଟକ ଦେଖିବା ପାଇଁ ଭିଡ ଜମୁଛି । ଦୀର୍ଘ ଦଶନ୍ଧି ପୂର୍ବର ଦୁର୍ଭିକ୍ଷ ବେଳର ସମୟ ଓ ଦୁର୍ଦ୍ଦଶାକୁ ନାଟକ ମାଧ୍ୟମରେ ଦେଖାଉଛି ।

Scroll to Top