ଧବଳେଶ୍ୱର ସମୁଦ୍ରରେ ଅଘଟଣ : ଗାଧୋଇବା ବେଳେ ଭାସିଯାଇ ଜଣେ ନିଖୋଜ

ଧବଳେଶ୍ୱର-ସମୁଦ୍ରରେ-ଅଘଟଣ-:-ଗାଧୋଇବା-ବେଳେ-ଭାସିଯାଇ-ଜଣେ-ନିଖୋଜ

ବ୍ରହ୍ମପୁର ୨୧।୯: ଗୋପାଳପୁର ନିକଟ ଧବଳେଶ୍ୱର ସମୁଦ୍ରରେ ଗାଧାଉଥିବା ବେଳେ ଅଘଟଣ । ସମୁଦ୍ର ପାଣିରେ ଭାସିଯାଇ ଜଣେ ଯୁବକ ନିଖୋଜ । ୩ ଜଣ ସାଙ୍ଗ ଗାଧାଉଥିବା ବେଳେ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ବାହାର ରାଜ୍ୟର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Scroll to Top