ଥମୁନି ହଟ୍ଟଗୋଳ ଏବଂ ନାରାବାଜି, ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ

ଥମୁନି-ହଟ୍ଟଗୋଳ-ଏବଂ-ନାରାବାଜି,-ସାଢେ-୧୧ଟା-ଯାଏଁ-ବିଧାନସଭା-ମୁଲତବୀ

ଥମୁନି ହଟ୍ଟଗୋଳ ଏବଂ ନାରାବାଜି, ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ

ଆଜି ବି ବିଧାନସଭା ଅଚଳ । ଏସ୍‌ସିବି ମେଡିକାଲ ପୋଡ଼ି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ । ବାଚସ୍ପତି ବିଧାନସଭାକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ।

Published By: Kirti – Prameya-News7 Bureau | March 26, 2026 10:45 AM

NEWS7

assembly

ଭୁବନେଶ୍ୱର ୨୬।୦୩ : ଥମୁନି ଏସ୍‌ସିବି ମେଡିକାଲ ପୋଡ଼ି ତାତି । ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟ କରିଛି ଏସ୍‌ସିବି ପୋଡ଼ି ଘଟଣା । ବିଧାନସଭା ଉଠୁଛି ପଡ଼ୁଛି । ପ୍ରତିଦିନ ହୋହାଲ୍ଲା ଏବଂ ବିକ୍ଷୋଭ ପ୍ରଦର୍ଶନରେ ଧୋଇଯାଉଛି ପ୍ରଶ୍ନକାଳ ଏବଂ ଶୁନ୍ୟକାଳ । ଆଜି ବି ବିଧାନସଭାରେ ସମାନ ଅବସ୍ଥା । ଏସ୍‌ସିବି ମେଡିକାଲ ପୋଡ଼ି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ । ବାଚସ୍ପତି ବିଧାନସଭାକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ।

Scroll to Top