ନୀଳଗିରି ୧୬।୧୧: ଡ୍ୟୁଟି ସମୟରେ ଟଳିପଡ଼ିଲେ ଡ଼ାକ୍ତର । ନୀଳଗିରି ଉପଖଣ୍ଡର ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ତ୍ରିନାଥ ପାଲ୍ଙ୍କର ମୃତ୍ୟୁ ଘଟିଛି । ଡାକ୍ତର ଓ ରକ୍ତଭଣ୍ଡାର ଅଧିକାରୀ ତ୍ରିନାଥ ପାଲଙ୍କ ଦେହାନ୍ତ ହୋଇଛି । ଡ୍ୟୁଟି କରିବା ସମୟରେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ।
ଡ୍ୟୁଟି କରିବା ବେଳେ ହୃଦଘାତ, ଟଳିପଡ଼ିଲେ ନୀଳଗିରି ଚିକିତ୍ସାଳୟର ଡାକ୍ତର




