ଡେ ଅଫ ଡେଡ୍‌ ସେଲିବ୍ରେସନ ବେଳେ ଭୟଙ୍କର ବିସ୍ଫୋରଣ: ୨୩ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ  

ଡେ-ଅଫ-ଡେଡ୍‌-ସେଲିବ୍ରେସନ-ବେଳେ-ଭୟଙ୍କର-ବିସ୍ଫୋରଣ:-୨୩-ଜଣଙ୍କ-ମୃତ୍ୟୁ,-ମୃତକଙ୍କ-ମଧ୍ୟରେ-ଅଧିକାଂଶ-ଶିଶୁ- 

ଡେ ଅଫ ଡେଡ୍‌ ସେଲିବ୍ରେସନ ବେଳେ ଭୟଙ୍କର ବିସ୍ଫୋରଣ: ୨୩ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ  

Published By: Chandan – Prameya-News7 Bureau | November 02, 2025 10:43 AM

NEWS7

supermarket explosion

ନୂଆଦିଲ୍ଲୀ: ମେକ୍ସିକୋରେ ବଡ ଅଘଟଣ। ସୋନୋରାର ୱାଲଡୋର ସୁପରମାର୍କେଟ୍‌ରେ ବିସ୍ଫୋରଣ ଘଟି ଅତି କମରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି ୧୧ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ନାବାଳକ। ସୋନୋରା ଗଭର୍ଣ୍ଣର ଆଲଫୋନ୍ସୋ ଡୁରାଜୋ ଦୁଃଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆହତମାନେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ପୀଡିତଙ୍କ ପରିବାର ପ୍ରତି ତାଙ୍କର ସମବେଦନା ପ୍ରକାଶ କରିଛନ୍ତି।

Mis sentidas condolencias a las familias y seres queridos de las personas fallecidas en el incendio ocurrido en una tienda en el centro de Hermosillo.

He estado en contacto con el gobernador de Sonora, Alfonso Durazo, para apoyar en lo que se necesite. Instruí a la secretaria de…

— Claudia Sheinbaum Pardo (@Claudiashein) November 2, 2025

ମେକ୍ସିକୋ ଡେ ଅଫ୍‌ ଦେଡ୍‌ ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା ଏହା ଏକ ପାରମ୍ପରିକ ଛୁଟିଦିନ ପରିବାର ଲୋକେ ମୃତକଙ୍କ ସମ୍ପର୍କୀୟମାନଙ୍କୁ ମନେ ପକାଇଥାନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି। ବିସ୍ଫୋରଣ କାହିଁକି ଘଟିଲା ସେ ବିଷୟରେ ଜରୁରୀକାଳୀନ ଦଳ ଏବଂ ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି।

Scroll to Top