ଚାଷୀଙ୍କ ପାଇଁ ଖୁସି ଖବର : ଏଣିକି କ୍ୱିଣ୍ଟାଲ ପିଛା ଏମ୍‌ଏସ୍‌ପି ୩୧୦୦ ବଦଳରେ ମିଳିବ ୩୧୬୯ ଟଙ୍କା

ଚାଷୀଙ୍କ-ପାଇଁ-ଖୁସି-ଖବର-:-ଏଣିକି-କ୍ୱିଣ୍ଟାଲ-ପିଛା-ଏମ୍‌ଏସ୍‌ପି-୩୧୦୦-ବଦଳରେ-ମିଳିବ-୩୧୬୯-ଟଙ୍କା

ଚାଷୀଙ୍କ ପାଇଁ ଖୁସି ଖବର : ଏଣିକି କ୍ୱିଣ୍ଟାଲ ପିଛା ଏମ୍‌ଏସ୍‌ପି ୩୧୦୦ ବଦଳରେ ମିଳିବ ୩୧୬୯ ଟଙ୍କା

Published By: Ruby – Prameya-News7 Bureau | November 05, 2025 12:36 PM

NEWS7

MSP

ଭୁବନେଶ୍ବର ୫।୧୧: ଚାଷୀଙ୍କ ପାଇଁ ଖୁସି ଖବର ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ଅଧିକ ପାଇବେ ଚାଷୀ ବର୍ଦ୍ଧିତ ଏମ୍‌ସ୍‌ପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର ଏଣିକି ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ଟଙ୍କା ଦେବେ ସରକାର ଗ୍ରେଡ଼ ଏ ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମ୍‌ସ୍‌ପି ୨୩୬୯ ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସବସିଡ୍ ଦେଉଛନ୍ତି ।

Scroll to Top