ଚାଲାଣ କଟିଥିଲେ ବି ମିଳିବ PUCC, ଚାଲାଣ ଭରିବାକୁ ବାଧ୍ୟ କରିପାରିବେନି ସରକାର

ଚାଲାଣ-କଟିଥିଲେ-ବି-ମିଳିବ-pucc,-ଚାଲାଣ-ଭରିବାକୁ-ବାଧ୍ୟ-କରିପାରିବେନି-ସରକାର

Published By: Ruby – Prameya-News7 Bureau | January 27, 2026 03:56 PM

NEWS7

High Court

ଭୁବନେଶ୍ବର ୨୭।୧: PUCC ନଥିଲେ ପେଟ୍ରୋଲ ମନା ସମ୍ପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । PUCC ନଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି । ନିର୍ଦ୍ଦେଶ ପ୍ରତ୍ୟାହୃତ ବୋଲି ଜଣାଇଲା ପରିବହନ ବିଭାଗ । ସତ୍ୟପାଠ ଜରିଆରେ ଜଣାଇଲେ ରାଜ୍ୟ ସରକାର । ଜରିମାନା ଭରିବାକୁ ବାଧ୍ୟ କରିପାରିବେନି ସରକାର । ବାହନ ପୋର୍ଟାଲ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲ ସଂଶୋଧନ ନେଇ ସତ୍ୟପାଠ ଦିଅ ବୋଲି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Scroll to Top