Published By: Chandan – Prameya-News7 Bureau | January 29, 2026 11:52 AM
NEWS7
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ନିର୍ବାଚିତ ହୋଇଛନ୍ତି। ୧୯୯୬ ପରେ ପ୍ରଥମ ଥର ପାଇଁ ହାତ ଦେଖାଇ ଭୋଟ୍ ଦେବାରେ ବିଜେପି ୧୮ଟି ଭୋଟ୍ ପାଇଥିଲା। ଆପ୍ ୧୧ଟି ଭୋଟ୍ ପାଇଥିଲା। କଂଗ୍ରେସ ୭ଟି ଭୋଟ୍ ପାଇଥିଲା।
Tags: prameyanews7




