ଘାଟିରେ ଓଲଟିଲା ଯାତ୍ରିବାହୀ ବସ୍ , ଭାରସାମ୍ୟ ହରାଇ ତଳକୁ ଖସିଲା

ଘାଟିରେ-ଓଲଟିଲା-ଯାତ୍ରିବାହୀ-ବସ୍-,-ଭାରସାମ୍ୟ-ହରାଇ-ତଳକୁ-ଖସିଲା

ଘାଟିରେ ଓଲଟିଲା ଯାତ୍ରିବାହୀ ବସ୍ , ଭାରସାମ୍ୟ ହରାଇ ତଳକୁ ଖସିଲା

ବାରିଙ୍ଗି ଘାଟିରେ ଓଲଟିଲା ଯାତ୍ରୀବାହି ବସ୍ । ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ ତଳକୁ ଖସିଲା ବସ । ଦୁର୍ଘଟଣା ରେ ୧୦ରୁ ଉର୍ଦ୍ଧ ଯାତ୍ରୀ ଆହତ । ଆହତ ଙ୍କୁ ବାଣୀଗୋଛା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ।

Published By: Prativa – Prameya-News7 Bureau | February 11, 2026 11:07 AM

NEWS7

bus accident

ବୌଦ୍ଧ ୧୧/୦୨: ବାରିଙ୍ଗି ଘାଟିରେ ଓଲଟିଲା ଯାତ୍ରୀବାହି ବସ୍ । ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ ତଳକୁ ଖସିଲା ବସ । ଦୁର୍ଘଟଣା ରେ ୧୦ରୁ ଉର୍ଦ୍ଧ ଯାତ୍ରୀ ଆହତ । ଆହତ ଙ୍କୁ ବାଣୀଗୋଛା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି । ଜେମା ନାମକ ଯାତ୍ରୀବାହୀ ବସ ବଲାଙ୍ଗୀର ରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

​​​​​​​ସୂଚନା ଥାଉକି, ଜେମା ନାମକ ଯାତ୍ରିବାହୀ ବସ ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିଲା । ତେବେ ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ଫାଣ୍ଡି ଅନ୍ତର୍ଗତ ବାରିଙ୍ଗ ଝିଲିମିଳି ଘାଟି ଚଢିବା ସମୟରେ ହଠାତ ଗାଡିଟି ଘଟି ତଳକୁ ଖସି ଯାଇ ଓଲଟି ପଡ଼ିଥିଲା । 

ଯାହା ଫଳରେ ଗାଡିଟି ଭାରସାମ୍ୟ ହରାଇ ଘାଟିର ୨୦ ଫୁଟ ତଳକୁ ଖସି ପଡିଛି । ଗାଡିରେ ଥିବା ୩୦ ରୁ ୩୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

also read..

​​​​​​​ନକ୍ସଲ ମୁକ୍ତ ପାଇଁ ନୂଆ ରୋଡ୍‌ମ୍ୟାପ୍‌, ଏଣିକି ଆତ୍ମସମର୍ପଣର ୬୦ ଦିନରେ ଥଇଥାନ ସୁବିଧା

Scroll to Top