ଗ୍ୟାସ୍ ଟେନ୍‌ସନ୍ ହେବ ଦୂର, ପେଟ୍ରୋଲ ପମ୍ପରେ ମିଳିଲା ୫ କେଜି ଟାଙ୍କି

ଗ୍ୟାସ୍-ଟେନ୍‌ସନ୍-ହେବ-ଦୂର,-ପେଟ୍ରୋଲ-ପମ୍ପରେ-ମିଳିଲା-୫-କେଜି-ଟାଙ୍କି

ଗ୍ୟାସ୍ ଟେନ୍‌ସନ୍ ହେବ ଦୂର, ପେଟ୍ରୋଲ ପମ୍ପରେ ମିଳିଲା ୫ କେଜି ଟାଙ୍କି

Published By: Kirti – Prameya-News7 Bureau | April 12, 2026 10:55 AM

NEWS7

gas

ଭୁବନେଶ୍ୱର ୧୨।୦୪ : ଗ୍ୟାସ୍ ଟେ ମିଳିବ ମୁକ୍ତି । ଭୁବନେଶ୍ବରରେ ପହଞ୍ଚିଛି ୫ କିଲିଆ ଗ୍ୟାସ ସିଲିଣ୍ଡର । ବିଭିନ୍ନ ଇଣ୍ଡିଆନ ଅଏଲ ଟାଙ୍କିରେ ଏବେ ୫ କିଲିଆ ସିଲିଣ୍ଡର ଉପଲବ୍ଧ ରହିଛି । ଏଣିକି ଛାତ୍ରଛାତ୍ରୀ ଏବଂ ଶ୍ରମିକ ମାନଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡ଼ିବନି।

Also Read:-IPL 2026 : ମ୍ୟାଚ୍ ମଝିରେ ବିବାଦ, ରାଗରେ ହେଲ୍‌ମେଟ୍‌ ଫିଙ୍ଗିଲେ ଖେଳାଳି, ଅମ୍ପାୟରଙ୍କ ସହ କରିଲେ ଯୁକ୍ତିତର୍କ

ସେହିପରି ମେସ୍ କରି ବାହାରେ ରହୁଥିବା ଲୋକେ ଏବେ ସହଜରେ ୫ କିଲିଆ ଗ୍ୟାସ ପାଇପାରିବେ। ବିନା ପ୍ରମାଣ ପତ୍ରରେ ଏହା ମିଳିପାରିବ। ପ୍ରି ବୁକିଂର ମଧ୍ୟ ଆବଶ୍ୟକତା ନାହିଁ । ଏହା ଛଡ଼ା ଏହି ସିଲିଣ୍ଡର ପାଇଁ ଆଉ ଏକ ନିୟମ ରହିଛି। ସିଲିଣ୍ଡର ସିକ୍ୟୁରିଟି ବାବଦରେ ୮୦୦ ଟଙ୍କା ପ୍ଲସ ଜିଏସଟି ରହିଛି। ଏହାକୁ ରିଫିଲ କରିବା ପାଇଁ କେତେ ଟଙ୍କା ପଡ଼ିବ ସେନେଇ କୌଣସି ସୂଚନା ମିଳି ନାହିଁ । ତେବେ ଡିମାଣ୍ଡକୁ ନେଇ କେତେ ସିଲେଣ୍ଡର ମିଳିବ ତାହା ମଧ୍ୟ ବଡ଼ ପ୍ରଶ୍ନ।

Watch Video:-

Scroll to Top