ଖୋଲିବ ୨୦ କୋଟି ସୁନା ଲୁଟ୍‌ର ରାଜ୍, ରାଜାକୁ ରିମାଣ୍ଡରେ ନେବ କର୍ଣ୍ଣାଟକ ପୋଲିସ

ଖୋଲିବ-୨୦-କୋଟି-ସୁନା-ଲୁଟ୍‌ର-ରାଜ୍,-ରାଜାକୁ-ରିମାଣ୍ଡରେ-ନେବ-କର୍ଣ୍ଣାଟକ-ପୋଲିସ

କଟକ ୦୮।୦୪ : ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ କଟକ। ରିମାଣ୍ଡ ଆବେଦନ କରିଥିଲା କର୍ଣ୍ଣାଟକ ପୋଲିସ । ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ କରିବ ପଚରା ଉଚରା । ଆସନ୍ତା ୯ ରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି।

Scroll to Top