କ୍ରିପ୍ଟୋରେ ନିବେଶ ନାଁରେ କରୁଥିଲେ ଠକେଇ, ଏବେ ବାନ୍ଧିଲା କ୍ରାଇମବ୍ରାଞ୍ଚ

କ୍ରିପ୍ଟୋରେ-ନିବେଶ-ନାଁରେ-କରୁଥିଲେ-ଠକେଇ,-ଏବେ-ବାନ୍ଧିଲା-କ୍ରାଇମବ୍ରାଞ୍ଚ

କ୍ରିପ୍ଟୋରେ ନିବେଶ ନାଁରେ କରୁଥିଲେ ଠକେଇ, ଏବେ ବାନ୍ଧିଲା କ୍ରାଇମବ୍ରାଞ୍ଚ

Published By: Kirti – Prameya-News7 Bureau | February 02, 2026 02:43 PM

NEWS7

break

କଟକ ୦୨।୦୨ : ୬ କୋଟି ଟଙ୍କାର ଠକେଇ ମାମଲା । ଜଣେ ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଶ୍ରୀନିବାସ ରାଓଙ୍କୁ ଭୁବନେଶ୍ୱରରୁ ଗିରଫ କଲା ପୋଲିସ । ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର SDJM କୋର୍ଟରେ ହାଜର କଲା ସାଇବର କ୍ରାଇମବ୍ରାଞ୍ଚ।

Scroll to Top