କଳିଙ୍ଗା ଘାଟିରେ ଭୂସ୍ଖଳନ : ପ୍ରବଳ ବର୍ଷା ଯୋଗୁ ପାହାଡ ଉପରୁ ଧସିଲା ପଥର ଏବଂ ମାଟି ଅତଡା

କଳିଙ୍ଗା-ଘାଟିରେ-ଭୂସ୍ଖଳନ-:-ପ୍ରବଳ-ବର୍ଷା-ଯୋଗୁ-ପାହାଡ-ଉପରୁ-ଧସିଲା-ପଥର-ଏବଂ-ମାଟି-ଅତଡା

Published By: Ruby – Prameya-News7 Bureau | September 16, 2025 04:32 PM

NEWS7

Landslide

ଜି. ଉଦୟଗିର ୧୬।୯: ଜି. ଉଦୟଗିର କଳିଙ୍ଗା ଘାଟିରେ ଭୂସ୍ଖଳନଭୁଶୁଡ଼ିଲା ପାହାଡ ଓ ମାଟି । ପ୍ରବଳ ବର୍ଷା ଯୋଗୁ ପାହାଡ ଉପରୁ ଧସିଲା ପଥର ଏବଂ ମାଟି ଅତଡା । ଫଳରେ କନ୍ଧମାଳରୁ ଗଞ୍ଜାମକୁ ଯାତାୟାତ ଠପ୍ ହୋଇଛି । ଘଟଣାସ୍ଥଳରେ ଜି.ଉଦୟଗିରି ବିଜୟ କୁମାର ସ୍ବାଇଁ ପହଂଚି ଅନୁଧ୍ୟାନ କରୁଛନ୍ତି । ଉତ୍ତରଖଣ୍ଡ ଭଳି ସ୍ଥିତି ଉପୁଜିଛି । ବହୁ ଗାଡ଼ି ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଛି । ପ୍ରବଳ ବର୍ଷା ଯୋଗୁଁ କିଛି କାର୍ଯ୍ୟ ହୋଇ ପାରିନାହିଁ ।

 

Scroll to Top