କନ୍ୟା ବିବାହରେ ଆଉ ରହିବନି ସମସ୍ୟା, ସହାୟତା ଯୋଗାଇବେ ସରକାର : ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

କନ୍ୟା-ବିବାହରେ-ଆଉ-ରହିବନି-ସମସ୍ୟା,-ସହାୟତା-ଯୋଗାଇବେ-ସରକାର-:-ମୁଖ୍ୟମନ୍ତ୍ରୀ-କନ୍ୟା-ବିବାହ-ଯୋଜନାର-ଶୁଭାରମ୍ଭ

କନ୍ୟା ବିବାହରେ ଆଉ ରହିବନି ସମସ୍ୟା, ସହାୟତା ଯୋଗାଇବେ ସରକାର : ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

Published By: Kirti – Prameya-News7 Bureau | February 03, 2026 01:49 PM

NEWS7

cm

ବ୍ରହ୍ମପୁର ୦୩।୦୨: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ । ଗଞ୍ଜାମର ମା’ ତାରାତାରିଣୀ ପୀଠରୁ ଏହି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଶତାଧିକ ନବଦମ୍ପତ୍ତିଙ୍କ ବିବାହର ଆୟୋଜନ କରାଯାଇଛି । ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା ।

Scroll to Top