ଏ ବର୍ଷ ଦବୁ ୪୦ହଜାର….

ଏ-ବର୍ଷ-ଦବୁ-୪୦ହଜାର….

୭୯ତମ ସ୍ୱାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। କହିଲେ ପୂର୍ବ ବର୍ଷ ଦେଇଥିଲୁ ୨୮ହଜାର ଯୁବବର୍ଗଙ୍କୁ ନିଯୁକ୍ତି, ଏବର୍ଷ ୪୦ ହଜାର ନିଯୁକ୍ତି ଦେବୁ।

Published By: Manasranjan Mohanty

Last updated: 15 August 2025, 11:43 AM IST

Scroll to Top