ଏପ୍ରିଲ ୧୬ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ, ଆସିବ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍
Published By: Chandan – Prameya-News7 Bureau | April 02, 2026 11:41 AM
NEWS7
ନୂଆଦିଲ୍ଲୀ: ଏପ୍ରିଲ ୧୬ ଆରମ୍ଭ ହେବାକୁ ଯାଉଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ଏହା ୧୮ ତାରିଖ ଯାଏ ଚାଲିବ। ମହିଳା ସଂରକ୍ଷଣ ବିଲ୍ ପାଇଁ ସ୍ପେଶାଲ ଅଧିବେଶନ କରାଯିବ। ବିଲ୍ରେ ଆବଶ୍ୟକୀୟ ସଂଶୋଧନ ପାଇଁ ଅଧିବେଶନ ହେବ। ଅନ୍ୟାନ୍ୟ ଦିଗ ଉପରେ ବି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ତେବେ ଆସନ୍ତା ୨୦୨୯ ନିର୍ବାଚନ ପୂର୍ବରୁ ନିୟମ ଲାଗୁ କରାଯିବା ନେଇ ଆଶା କରାଯାଇଛି।
also read- ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ ! ଲୋକସଭାରେ ବିଲ୍ ପାସ୍




