ଇଡି ଅଫିସ୍ରେ ବାଲି ମାଫିଆ ବିଶ୍ବଜିତ ପାତ୍ର, ହାଜର ହେବାକୁ ହୋଇଥିଲା ସମନ
Published By: Ruby – Prameya-News7 Bureau | January 30, 2026 10:47 AM
NEWS7
ଭୁବନେଶ୍ବର ୩୦।୧: ବାଲି ମାଫିଆ ଇଡିରେ ହାଜର । ବାଲି ମାଫିଆ ବିଶ୍ବଜିତ ପାତ୍ର ଇଡିରେ ହାଜର ହୋଇଛନ୍ତି । ଇଡିରେ ହାଜର ହେବାକୁ ବାଲି ମାଫିଆଙ୍କୁ ସମନ ଜାରି କରାଯାଇଥିଲା । ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ୱଜିତ ପାତ୍ର ।
ଗତ ୧୬ ତାରିଖରେ ଗଞ୍ଜାମର ୬ ମାଫିଆଙ୍କ ଘରେ ରେଡ୍ ହୋଇଥିଲା । ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା, ୧୦ ଦାମୀ ଗାଡି ଜବତ ହୋଇଥିଲା । ୨୫ଟି ସ୍ଥାନରେ ରେଡ୍ କରିଥିଲା ଇଡି ।
Tags: prameyanews7



