ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ ! ଏପ୍ରିଲରୁ ଲାଗୁ ହେବ ନୂଆ ଆୟକର ନିୟମ

ଆୟକର-ଫାଙ୍କିଲେ-ଆଉ-ମିଳିବନି-ଦଣ୍ଡ-!-ଏପ୍ରିଲରୁ-ଲାଗୁ-ହେବ-ନୂଆ-ଆୟକର-ନିୟମ

ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ ! ଏପ୍ରିଲରୁ ଲାଗୁ ହେବ ନୂଆ ଆୟକର ନିୟମ

Published By: Chandan – Prameya-News7 Bureau | February 01, 2026 12:28 PM

NEWS7

New Income Tax

ନୂଆଦିଲ୍ଲୀ: ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ITR 1, ITR 2 ଲୋକେ ରିଟର୍ଣ୍ଣ ଭରିପାରିବେ।

ଏବେ PAN ଜରିଆରେ ନିଜ ସଂପତ୍ତି NRI ବିକିପାରିବେ। ଆୟକର ଫାଙ୍କିଲେ ଆଉ ଦଣ୍ଡ ମିଳିବନି। ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ। ଟ୍ୟାକ୍ସ ସ୍ଲାବ୍  ଅପରିବର୍ତ୍ତିତ ରହିଛି। ଟ୍ୟାକ୍ସ ସ୍ଲାବକୁ ନେଇ ବଜେଟରେ କୌଣସି ନୂଆ ଘୋଷଣା ହୋ ।

Scroll to Top