ଅନ୍ଧାରୀ ମୁଲକରୁ ଆଲୋକର ଶିଖା, ଦାଦନ ପଇସାରେ ପାଠପଢି ନିଟ୍ କ୍ରାକ୍

ଅନ୍ଧାରୀ-ମୁଲକରୁ-ଆଲୋକର-ଶିଖା,-ଦାଦନ-ପଇସାରେ-ପାଠପଢି-ନିଟ୍-କ୍ରାକ୍

ଅନ୍ଧାରୀ ମୁଲକରୁ ଆଲୋକର ଶିଖା, ଦାଦନ ପଇସାରେ ପାଠପଢି ନିଟ୍ କ୍ରାକ୍

Published By : Prameya-News7 Bureau | August 20, 2025 IST

ନବରଙ୍ଗପୁର ୨୦/୦୮: ଦାଦନ ପଇସାରେ ପାଠପଢା । ଅଟକାଇପାରିଲାନି ଦାରିଦ୍ର୍ୟତା । ଅନ୍ଧାରୀ ମୁଲକରୁ ଆଲୋକର ଶିକ୍ଷା ।ସାହା ହେଲା ସ୍ମାର୍ଟଫୋନ । ୟ୍ୟୁଟ୍ୟୁବ ପାଠପଢାରୁ ଡାକ୍ତର । କୋଡି କୋଦାଳ ହାତ ଧରିବ ସିରିଞ୍ଜ । ଗାମୁଛା ବନ୍ଧା ମୁଣ୍ଡ ଏବେ ପାଇବ ସମ୍ମାନ । ଦିନ ମଜୁରିଆ ବେକରେ ପଡିବ ଷ୍ଟେଥୋ । 

ଆଦାବାସୀ ମେଧାବୀ ଛାତ୍ରଙ୍କ ସଂଘର୍ଷ ଶୁଣିଲେ ଆଖିରେ ଆସିଯିବ ଲୁହ । ପଛୁଆ ଜିଲ୍ଲାର ପିଲା ଏବେ ହେବେ ଦ୍ୱିତୀୟ ଭଗବାନ । ବିନା କୋଚିଂରେ ନିଟ୍ କ୍ରାକ୍ କରିଛନ୍ତି ତେନ୍ତୁଳିଖୁମ୍ଟି ସଦର ବ୍ଲକ ଭତରା ସାହିର ଦଳେଶ୍ୱର ପୂଜାରୀ । ପରିଶ୍ରମର ସିନା ମୂଲ୍ୟ ମିଳିଲା, ହେଲେ ସଫଳତାରେ ଅର୍ଥ ସାଜିଛି ବାଧକ । ବ୍ୟୟ ବହୁଳ ଡାକ୍ତରୀ ଶିକ୍ଷା ପାଇଁ ଦରକାର ସରକାରୀ ସହାୟତା । ଆସନ୍ତୁ ଜାଣିବା ଦଳେଶ୍ୱରଙ୍କ ସଂଘର୍ଷର କାହାଣୀ… 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top