ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, ପୂଜାର୍ଚ୍ଚନା ପରେ ଜମିରେ ହଳ କଲେ CM

ଅଖିମୁଠି-ଅନୁକୂଳ-କଲେ-ମୁଖ୍ୟମନ୍ତ୍ରୀ,-ପୂଜାର୍ଚ୍ଚନା-ପରେ-ଜମିରେ-ହଳ-କଲେ-cm

Published By: Kirti – Prameya-News7 Bureau | April 20, 2026 10:35 AM

NEWS7

mohan majhi

ଭୁବନେଶ୍ୱର ୨୦।୦୪: ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । କଟକ ସ୍ଥିତ CRRI କ୍ୟାମ୍ପସ ମଧ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ପୂଜାର୍ଚ୍ଚନା, ହୋମଯଜ୍ଞ ପରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Scroll to Top